ଅର୍ଥ : ଯାହାକୁ ଉଚ୍ଚାରଣ କଲାବେଳେ ସ୍ୱରତନ୍ତ୍ରୀଗୁଡ଼ିକ ଝଙ୍କୃତ ହୁଏ ନାହିଁ
ଉଦାହରଣ :
ଓଡ଼ିଆରେ କେତେକ ଅଘୋଷ ବର୍ଣ୍ଣ ଅଛି
ସମକକ୍ଷ : ଅଘୋଷ
ଅନ୍ୟ ଭାଷାରେ ଅନୁବାଦ :
जिसका उच्चारण करते समय स्वरतंत्रियाँ झंकृत नहीं होती हों।
हिंदी में चौदह व्यंजन अघोष हैं।