ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳ୍ପପ୍ରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳ୍ପପ୍ରାଣ   ବିଶେଷ୍ୟ

ଅର୍ଥ : ଏଭଳି ବ୍ୟଞ୍ଜନ ବର୍ଣ୍ଣ ଯାହାର ଉଚ୍ଚାରଣରେ ଅପେକ୍ଷାକୃତ କମ୍‌ ବାୟୁ ବାହାରିଥାଏ

ଉଦାହରଣ : ବ୍ୟାକରଣରେ ବ୍ୟଞ୍ଜନ ବର୍ଣ୍ଣର ପ୍ରତ୍ୟେକ ବର୍ଗର ପ୍ରଥମ,ତୃତୀୟ ତଥା ପଞ୍ଚମ ଅକ୍ଷର ଏବଂ ୟ,ର,ଲ,ୱ କୁ ଅଳ୍ପପ୍ରାଣ ବୋଲି ବିଚାର କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

ऐसे व्यंजन जिसके उच्चारण में अपेक्षतया कम वायु निकलती है।

व्याकरण में व्यंजन वर्ण के प्रत्येक वर्ग का पहला, तीसरा तथा पाँचवाँ अक्षर और य,र,ल,व अल्पप्राण माने जाते हैं।
अल्पप्राण