ଅର୍ଥ : ଯେ ଅଳଂକୃତ ହୋଇନାହିଁ
ଉଦାହରଣ :
ଅନଳଂକୃତ ବେଶଭୁଷାବାଦେ ମଧ୍ୟ ସଧବାର ଚେହେରା ଚମକି ଉଠୁଥିଲା
ସମକକ୍ଷ : ଅନଳଂକୃତ, ଅବିଭୂଷିତ, ଅମଣ୍ଡିତ, ଅଳଙ୍କାରହୀନ, ଅସଜ୍ଜିତ
ଅନ୍ୟ ଭାଷାରେ ଅନୁବାଦ :
Lacking embellishment or ornamentation.
A plain hair style.