ଅର୍ଥ : କୌଣସି ଦେଶ ଭିତରେ ବା ତା ଭିତର ଭାଗରେ ହେଉଥିବା କିମ୍ବା ତା ସହ ସମ୍ବନ୍ଧିତ
ଉଦାହରଣ :
ଦୟାକରି ମୋତେ ଏକ ଅର୍ନ୍ତଦେଶୀୟ ପତ୍ର ଦିଅନ୍ତୁ
ସମକକ୍ଷ : ଦେଶାନ୍ତର୍ଗତ
ଅନ୍ୟ ଭାଷାରେ ଅନୁବାଦ :
किसी देश के अंदर का या उसके भीतरी भागों में होने या उससे संबंध रखने वाला।
कृपया मुझे एक अंतर्देशीय पत्र दीजिए।