ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳାଶୟରେ ଆପେ ଆପେ ଉତ୍ପନ୍ନ ହେଉଥିବା ଏକ ଗଛର ଧାନ
ଉଦାହରଣ : ଅମୁହାଁ ଧାନକୁ କୁଟି ଚାଉଳ ବାହାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
तालों में अपने आप उगने वाले एक पौधे का अन्न।
Rice in the husk either gathered or still in the field.
ଅର୍ଥ : ଜଳାଶୟରେ ଆପେ ଆପେ ହେଉଥିବା ଏକ ପ୍ରକାରର ଧାନ
ଉଦାହରଣ : ରମେଶ ଜଳାଶୟରେ ଅମୁହାଁ ଧାନ କାଟୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
तालों में अपने आप उगने वाला एक प्रकार का धान।
ସଂସ୍ଥାପନ କରନ୍ତୁ