ଅର୍ଥ : ଶିଖମାନଙ୍କ ତୃତୀୟ ଗୁରୁ
ଉଦାହରଣ :
ପନ୍ଦରଶହ ବାଉନରୁ ଆରମ୍ଭ କରି ପନ୍ଦରଶହ ଚଉସ୍ତରୀ ପର୍ଯ୍ୟନ୍ତ ଗୁରୁ ଅମରଦାସ ଶିଖମାନଙ୍କର ଗୁରୁ ରହିଲେ
ସମକକ୍ଷ : ଗୁରୁ ଅମରଦାସ
ଅନ୍ୟ ଭାଷାରେ ଅନୁବାଦ :
सिक्खों के तीसरे गुरु।
अमरदास पन्द्रह सौ बावन से लेकर पन्द्रह सौ चौहत्तर तक सिखों के गुरु रहे।