ଅର୍ଥ : କାହାର ପ୍ରଶସାଂ ଅଥବା ଅଭିନନ୍ଦନପାଇଁ ଆୟୋଜିତ
ଉଦାହରଣ :
ଅଭିନନ୍ଦନୀୟ ବସ୍ତୁଗୁଡ଼ିକ ପାଇ ବିଜେତାଙ୍କୁ ଅତ୍ୟଧିକ ପ୍ରସନ୍ନତା ହେଲେ
ଅନ୍ୟ ଭାଷାରେ ଅନୁବାଦ :
किसी की प्रशंसा अथवा अभिनंदन हेतु प्रस्तुत।
अभिनंदी वस्तुओं को पाकर विजेता को अत्यधिक प्रसन्नता हुई।ଅର୍ଥ : ଅଭିନନ୍ଦନ କରିବା ଯୋଗ୍ୟ
ଉଦାହରଣ :
ମା ସବୁବେଳେ ଅଭିନନ୍ଦନୀୟ ହୋଇଥାନ୍ତିଅଭିନନ୍ଦନୀୟ ଅତିଥିଙ୍କୁ ଆମ ହୃଦୟ ଅଭିନନ୍ଦନ କରେ
ସମକକ୍ଷ : ଅଭିନଂଦନୀୟ
ଅନ୍ୟ ଭାଷାରେ ଅନୁବାଦ :
अभिनंदन करने योग्य।
माता सदैव अभिनंदनीय होती है।Worthy of high praise.
Applaudable efforts to save the environment.ଅର୍ଥ : ଯିଏ ପ୍ରଶଂସା ଯୋଗ୍ୟ
ଉଦାହରଣ :
ଯେ ଅନ୍ୟପାଇଁ ବଞ୍ଚିଛି, ସେ ପ୍ରଶଂସନୀୟ
ଅନ୍ୟ ଭାଷାରେ ଅନୁବାଦ :
जो प्रशंसा के योग्य हो।
प्रशंसनीय हैं वे जो दूसरों को लिए जीते हैं।Worthy of high praise.
Applaudable efforts to save the environment.