ଅର୍ଥ : ଏଣେତେଣେ
ଉଦାହରଣ :
ପୋଲିସ ଲୁହବୁହା ଗ୍ୟାସ୍ ଛାଡ଼ିବାରୁ ଭିଡ଼ ଛିନ୍ଛତ୍ର ହୋଇଗଲା
ସମକକ୍ଷ : ଛିନ୍ନଭିନ୍ନ, ଛିନ୍ଛତ୍ର
ଅନ୍ୟ ଭାଷାରେ ଅନୁବାଦ :
इधर-उधर।
पुलिस के आँसू गैस छोड़ते ही भीड़ तितर-बितर हो गई।ଅର୍ଥ : ଯେ ବିଧାନ, ଶାସ୍ତ୍ର ଆଦି ବ୍ୟବସ୍ଥା ବା ମର୍ଯ୍ୟାଦାରୁ ବଞ୍ଚିତ ବା ତାହାର ବିପରୀତ
ଉଦାହରଣ :
ଅବ୍ୟବସ୍ଥିତ କାର୍ଯ୍ୟର ପରିଣାମ ଭଲ ହୁଏ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
जो विधानों, शास्त्रों आदि की व्यवस्था या मर्यादा से रहित हो या उनके विपरीत हो।
अव्यवस्थित कार्यों के परिणाम अच्छे नहीं होते हैं।ଅର୍ଥ : ଯିଏ ଶାନ୍ତ ନୁହେଁ
ଉଦାହରଣ :
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ସମକକ୍ଷ : ଅଶାନ୍ତ, ଅସ୍ଥିରଚିତ୍ତ, ଉତ୍କଣ୍ଠିତ, କ୍ଷୁବ୍ଧ, ଚଞ୍ଚଳ, ବିଚଳିତଅସ୍ଥିର
ଅନ୍ୟ ଭାଷାରେ ଅନୁବାଦ :
Afflicted with or marked by anxious uneasiness or trouble or grief.
Too upset to say anything.ଅର୍ଥ : ଯାହା ବ୍ୟବସ୍ଥିତ ନୁହେଁ
ଉଦାହରଣ :
ଶ୍ୟାମ ଅସଜଡ଼ା କୋଠରୀକୁ ସଜାଡ଼ୁଛି
ସମକକ୍ଷ : ଅସଜଡ଼ା, ବ୍ୟବସ୍ଥାହୀନ
ଅନ୍ୟ ଭାଷାରେ ଅନୁବାଦ :
जो व्यवस्थित न हो।
श्याम अव्यवस्थित कमरे को व्यवस्थित कर रहा है।Lacking order or methodical arrangement or function.
A disorganized enterprise.