ଅର୍ଥ : ଯାହା ବ୍ରାହ୍ମଣନିଷ୍ଠ ନୁହେଁ
ଉଦାହରଣ :
ମୁଁ ଅବ୍ରାହ୍ମଣ୍ୟ ସଙ୍ଗତିରୁ ଦୂରରେ ରହିବାକୁ ଚାହୁଁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହିଂସା ଆଦି କର୍ମ
ଉଦାହରଣ :
ହିଂସାକର୍ମରେ ଲିପ୍ତ ବ୍ୟକ୍ତି ଅଶାନ୍ତ ରହେ
ସମକକ୍ଷ : ହିଂସାକର୍ମ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ରାହ୍ମଣ୍ୟ କରିବା ଯୋଗ୍ୟ ନୁହେଁ
ଉଦାହରଣ :
ସେ ଅବ୍ରାହ୍ମଣୀୟ କର୍ମ କରିବାରେ ସାମାନ୍ୟ ଦ୍ୱିଧାବୋଧ କରନ୍ତି ନାହିଁ
ସମକକ୍ଷ : ଅବ୍ରାହ୍ମଣୀୟ
ଅନ୍ୟ ଭାଷାରେ ଅନୁବାଦ :