ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନ୍ୟ କୌଣସି ସ୍ଥାନରୁ କିଛି ଅଂଶ ଉଦ୍ଧରଣ ରୂପରେ ନିଆଯାଇଥିବା (ଲେଖ ବା ବଚନ)
ଉଦାହରଣ : ଏହା ରାମାୟଣରୁ ଉଦ୍ଧୃତ ପଂକ୍ତି
ସମକକ୍ଷ : ଉଦ୍ଧୃତ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी दूसरे स्थान से कोई अंश उद्धरण के रूप में लिया हुआ।(लेख या वचन)।
ଅର୍ଥ : ଉପରୁତଳୁ ଆସିଥିବା ବା ଅବତରଣ କରିଥିବା
ଉଦାହରଣ : ବର୍ତ୍ତମାନ ଅବତରଣ କରିଥିବା ବିମାନରୁ ଯାତ୍ରୀମାନେ ବାହାରକୁ ଆସୁଛନ୍ତି ଲୋକେ ନଦୀର ଅବତରିତ ଜଳସ୍ତରକୁ ପାର କରୁଛନ୍ତି
ସମକକ୍ଷ : ଅବତରଣ କରିଥିବା, ଅବରୂଢ
ऊपर से नीचे आया या उतरा हुआ।
ସଂସ୍ଥାପନ କରନ୍ତୁ