ଅର୍ଥ : ଉଚିତ ସମୟ ପୂର୍ବରୁ ହୋଇଥିବା ମୃତ୍ୟୁ ବା ଅସାଧାରଣ ମୃତ୍ୟୁ
ଉଦାହରଣ :
ଦୁର୍ଘଟନାରେ ତା’ର ଅକାଳ ମୃତ୍ୟୁ ହୋଇଗଲା
ସମକକ୍ଷ : ଅକାଳ ମୃତ୍ୟୁ, ଅସାଧାରଣ ମୃତ୍ୟୁ, ଅସାମୟିକ ମୃତ୍ୟୁ
ଅନ୍ୟ ଭାଷାରେ ଅନୁବାଦ :
उचित समय से पहले होनेवाली मृत्यु या अनहोनी मौत।
कार दुर्घटना में उसकी अकाल मृत्यु हो गयी।A death resulting from an accident or a disaster.
A decrease in the number of automobile fatalities.