ଅର୍ଥ : ନବୁଝି ନସୁଝି କୌଣସି କଥା ବା ବ୍ୟକ୍ତିଙ୍କର କରାଯାଉଥିବା ଅନୁକରଣ
ଉଦାହରଣ :
ଆଜିର ଯୁବପିଢ଼ି ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରୁଛି
ସମକକ୍ଷ : ଅନ୍ଧାନୁଗମନ, ଅନ୍ଧାନୁସରଣ
ଅନ୍ୟ ଭାଷାରେ ଅନୁବାଦ :
बिना सोचे समझे किसी बात या व्यक्ति का किया जाने वाला अनुकरण।
आज की युवा पीढ़ी पाश्चात्य सभ्यता का अंधानुकरण कर रही है।The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulation