ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତଃପରିଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତଃପରିଧି   ବିଶେଷ୍ୟ

ଅର୍ଥ : ଆବୃତ୍ତ ଅଥବା ପରିଧିର ଭିତର ସ୍ଥାନ

ଉଦାହରଣ : ପଣ୍ଡିତେ ଗୌରୀ ଗଣେଶଙ୍କ ମୂର୍ତ୍ତିକୁ ଅନ୍ତଃପରିଧିରେ ରଖିଲେ


ଅନ୍ୟ ଭାଷାରେ ଅନୁବାଦ :

घेरे अथवा परिधि का भीतरी स्थान।

पंडित जी ने गौरी गणेष की मूर्ति को अंतःपरिधि में रखा।
अंतःपरिधि, अन्तःपरिधि

ଅର୍ଥ : ଯଜ୍ଞପାଇଁ ତିନୋଟି କଞ୍ଚା କାଠଦ୍ବାରା ଘେରା ଯାଇଥିବା ସ୍ଥାନ

ଉଦାହରଣ : ଆହୁତିକୁ ଅନ୍ତଃପରିଧି ବାହାରକୁ ଫୋପାଡିବେନାହିଁ


ଅନ୍ୟ ଭାଷାରେ ଅନୁବାଦ :

यज्ञ के लिए तीन हरी लकड़ियों द्वारा घेरा हुआ स्थान।

आहुति को अंतःपरिधि के बाहर मत फेकिएगा।
अंतःपरिधि, अन्तःपरिधि