ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପରୁ ତଳ କ୍ରମରେ
ଉଦାହରଣ : ଅପା ମୋତେ ଶହେରୁ ଏକ ପର୍ଯ୍ୟନ୍ତ ଅନୁଲୋମ ଲେଖାଉଛି
ସମକକ୍ଷ : ଅନୁକ୍ରମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ऊँचे से नीचे का क्रम।
Something inverted in sequence or character or effect.
ଅର୍ଥ : ସଙ୍ଗୀତରେ ସ୍ୱରଗୁଡ଼ିକର ଅବରୋହ ବା ଅବତରଣ
ଉଦାହରଣ : ଜାହ୍ନବୀଙ୍କଦ୍ୱାରା ଅନୁଲୋମ ହେଉନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
संगीत में स्वरों का अवरोह या उतार।
ଅର୍ଥ : ଉତ୍ତମରୁ ଅଧମ ଆଡ଼କୁ ଆସିବା କ୍ରିୟା
ଉଦାହରଣ : କାହା ଚରିତ୍ରର ଅଧୋଗମନଠାରୁ ଅଧିକ ଆଉ କଣ ହୋଇପାରେ
ସମକକ୍ଷ : ଅଧୋଗମନ
उत्तम से अधम की ओर आने की क्रिया।
ସଂସ୍ଥାପନ କରନ୍ତୁ