ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୟସରେ ଛୋଟ ହୋଇଥିବା ଭାଇ
ଉଦାହରଣ : ଭାସ୍କର ମୋର ଛୋଟ ଭାଇ
ସମକକ୍ଷ : ଛୋଟ ଭାଇ, ସାନ ଭାଇ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह भाई जो उम्र में छोटा हो।
A younger brother.
ଅର୍ଥ : ଏକ ଗଛ
ଉଦାହରଣ : ଏଠାରେ ଚାରିଆଡ଼େ ଅନୁଜ ମାଡ଼ି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक पौधा।
ଅର୍ଥ : ଯାହାର ଜନ୍ମ ପରେ ହୋଇଛି
ଉଦାହରଣ : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ
ସମକକ୍ଷ : କନିଷ୍ଠ, ଛୋଟ, ସାନ
जिसका जन्म बाद में हुआ हो।
ସଂସ୍ଥାପନ କରନ୍ତୁ