ଅର୍ଥ : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା
ଉଦାହରଣ :
ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
ସମକକ୍ଷ : ଦୁର୍ଭିକ୍ଷ
ଅନ୍ୟ ଭାଷାରେ ଅନୁବାଦ :
A state of extreme hunger resulting from lack of essential nutrients over a prolonged period.
famishment, starvation