ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ନିଜର ନୁହେଁ
ଉଦାହରଣ : ଅନାତ୍ମକୁ ନିଜର ବୋଲି ବୁଝିବା କାରଣରୁ ହିଁ ଆମେ ମାୟାରେ ବାନ୍ଧି ହୋଇଯାଉ ହିନ୍ଦୁ ଦର୍ଶନ ଜଗତକୁ ଅନାତ୍ମ କହିଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो अपना न हो।
ଉଦାହରଣ : ଆମ ସମସ୍ତଙ୍କୁ ଦିନେ ଏହି ଅନାତ୍ମ ଜଗତକୁ ପରିତ୍ୟାଗ କରିବାକୁ ହେବ
ସମକକ୍ଷ : ଅନାତ୍ମୀୟ, ଆତ୍ମ ରହିତ
जो अपना न हो।
ସଂସ୍ଥାପନ କରନ୍ତୁ