ଅର୍ଥ : କୌଣସି କର୍ମଚାରୀଙ୍କୁ ଅଥବା ଅଧିକାରୀଙ୍କୁ କୌଣସି ବିଷୟକୁ ବିଶେଷ ଭାବରେ ଅଧ୍ୟୟନ କରିବାପାଇଁ ମିଳୁଥିବା ଛୁଟି ବା ଅବକାଶ
ଉଦାହରଣ :
ଏହି ମହାଶୟ ପି.ଏଚ.ଡି କରିବାପାଇଁ ଅଧ୍ୟୟନଅବକାଶ ନେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी कर्मचारी को अथवा अधिकारी को किसी विषय का विशेष रूप से अध्ययन करने के लिए मिलने वाली छुट्टी या अवकाश।
ये महाशय पी एच डी करने के लिए अध्ययनावकाश ले रहे हैं।