ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସତୁରି ଏବଂ ନଅ ମିଶି ପ୍ରାପ୍ତ ସଂଖ୍ୟା
ଉଦାହରଣ : ତାକୁ ତ ଅଣାଅଶୀ ଲେଖିବା ଆସେନାହିଁ
ସମକକ୍ଷ : 79, ୭୯
ଅନ୍ୟ ଭାଷାରେ ଅନୁବାଦ :हिन्दी
सत्तर और नौ के योग से प्राप्त संख्या।
ଅର୍ଥ : ସତୁରି ଆଉ ନଅ ବା ଅଶୀରୁ ଏକ କମ୍
ଉଦାହରଣ : ଦଙ୍ଗାରେ ଅଣାଅଶୀ ଜଣ ଲୋକ ଜଖମ ହୋଇଗଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सत्तर और नौ या एक कम अस्सी।
Being nine more than seventy.
ଅର୍ଥ : ସତୁରୀ ଏବଂ ନଅ
ଉଦାହରଣ : ବସରେ ଅଣାଅଶୀ ଜଣ ଲୋକ ଯାତ୍ରା କରୁଥିଲେ
ସମକକ୍ଷ : ୭୯
ସଂସ୍ଥାପନ କରନ୍ତୁ