ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ା ଓ ବଳଦଙ୍କର ଏକ ରୋଗ
ଉଦାହରଣ : ସହିସ ଘୋଡ଼ାର ଅଗିଆରେ ଔଷଧ ଲଗାଉଛି
ସମକକ୍ଷ : ଅଗିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़ों तथा बैलों का एक रोग।
ଅର୍ଥ : ଏକ ପ୍ରକାରର ଘାସ
ଉଦାହରଣ : କୋଦୋ ତଥା ଜୋଆର ଗଛକୁ ଅଗିୟା ଘାସ ଜାଳିଦିଏ
ସମକକ୍ଷ : ଅଗିୟା ଘାସ
एक प्रकार की घास।
ଅର୍ଥ : ଗୋଟିଏ ପୋକ
ଉଦାହରଣ : ଅଗିୟା ସଂସ୍ପର୍ଶରେ ଶରୀରରେ ଘାଆ ହୋଇଯାଏ
ସମକକ୍ଷ : ବିଣ୍ଡୁଲ
एक कीड़ा।
ସଂସ୍ଥାପନ କରନ୍ତୁ