ଅର୍ଥ : ଶରୀରରେ ବା ଶରୀରର କୌଣସି ଅଙ୍ଗରେ ଘଟିଥିବା ବିକୃତି
ଉଦାହରଣ :
ବେଳେବେଳେ ପୋଷକ ତତ୍ତ୍ୱର ଅଭାବ ବା ଆଧିକ୍ୟ କାରଣରୁ ମଧ୍ୟ ଅଙ୍ଗବିକୃତି ଘଟିଥାଏ
ସମକକ୍ଷ : ଅଂଗବିକାର, ଅଙ୍ଗବିକାର, ଅଙ୍ଗବିକୃତି
ଅନ୍ୟ ଭାଷାରେ ଅନୁବାଦ :
शरीर में या शरीर के किसी अंग में आई हुई विकृति।
कभी-कभी पोषक-तत्त्वों की कमी या अधिकता के कारण भी अंगविकृति हो जाती है।An affliction in which some part of the body is misshapen or malformed.
deformity, malformation, misshapenness