ಅರ್ಥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
ಉದಾಹರಣೆ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
ಸಮಾನಾರ್ಥಕ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.ಅರ್ಥ : ଏପରି ଏକ ଆରାଧନା ତଥା ଉପାସନା ଯେଉଁଥିରେ ପରିଶ୍ରମ ତଥା ମନୋଯୋଗପୂର୍ବକ ବିଶେଷ କଷ୍ଟ ସହିକରି ବହୁତ ଦିନଧରି କରିବାକୁ ପଡିଥାଏ ଅଥବା ଯେଉଁଥିରେ କୌଣସି ବିଶିଷ୍ଟ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ
ಉದಾಹರಣೆ :
ଦୁଇ ବର୍ଷ ଧରି ତାନ୍ତ୍ରିକ ତନ୍ତ୍ର ସାଧନାରେ ଲାଗିଛି
ಸಮಾನಾರ್ಥಕ : ଆରାଧନା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी आराधना तथा उपासना जो विशेष कष्ट सहन करके परिश्रम तथा मनोयोगपूर्वक बहुत दिनों तक करनी पड़ती हो अथवा जिसमें किसी विशिष्ट प्रकार की सिद्धि प्राप्त होती हो।
तांत्रिक दो वर्ष से तंत्र की साधना में लगे हैं।The activity of worshipping.
worship