ಅರ್ಥ : ସହଜ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
ಸಮಾನಾರ್ಥಕ : ସରଳତା, ସହଜ, ସହଜତା, ସୁଗମତା
ಇತರ ಭಾಷೆಗಳಿಗೆ ಅನುವಾದ :
Freedom from difficulty or hardship or effort.
He rose through the ranks with apparent ease.ಅರ್ಥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
ಉದಾಹರಣೆ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
ಸಮಾನಾರ್ಥಕ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Capable of being apprehended or understood.
apprehensible, graspable, intelligible, perceivable, understandableಅರ್ಥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
ಉದಾಹರಣೆ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
ಸಮಾನಾರ್ಥಕ : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
ಇತರ ಭಾಷೆಗಳಿಗೆ ಅನುವಾದ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.ಅರ್ಥ : ଯିଏ କିଛି ଜାଣେ ନାହିଁ
ಉದಾಹರಣೆ :
ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ
ಸಮಾನಾರ್ಥಕ : ନିରୀହ
ಇತರ ಭಾಷೆಗಳಿಗೆ ಅನುವಾದ :
Free from evil or guilt.
An innocent child.ಅರ್ಥ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ಉದಾಹರಣೆ :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
ಸಮಾನಾರ್ಥಕ : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା
ಇತರ ಭಾಷೆಗಳಿಗೆ ಅನುವಾದ :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।