ಅರ್ಥ : ଯେ ବିପକ୍ଷରେ ଅଛି
ಉದಾಹರಣೆ :
ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
ಸಮಾನಾರ್ಥಕ : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖରାପ ଭାବରେ
ಉದಾಹರಣೆ :
ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ
ಸಮಾನಾರ್ಥಕ : ଅପ୍ରସନ୍ନ, ଶତ୍ରୁଭାବାପନ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ବିରୁଦ୍ଧରେ ଥାଏ
ಉದಾಹರಣೆ :
ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
ಸಮಾನಾರ್ಥಕ : ପ୍ରତିପକ୍ଷୀ, ବିପକ୍ଷୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।