ಅರ್ಥ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ಉದಾಹರಣೆ :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
ಸಮಾನಾರ್ಥಕ : ଅବକାଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାମ କରିବା ସମୟର ସମାପ୍ତି
ಉದಾಹರಣೆ :
ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
ಉದಾಹರಣೆ :
କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
ಸಮಾನಾರ್ಥಕ : କାର୍ଯ୍ୟ ଅବସର
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य के बीच में मिलनेवाला अंतराल।
कार्य अंतराल में श्रमिक नेता ने श्रमिकों से विचार-विमर्श किया।