ಅರ್ಥ : ଗୋଟିଏ କାବ୍ୟାଳଙ୍କାର
ಉದಾಹರಣೆ :
ଅଭ୍ୟାସରେ କୌଣସି ଦୁଷ୍କର ବିଷୟକୁ ସିଦ୍ଧ କରୁଥିବା କାର୍ଯ୍ୟର ବର୍ଣ୍ଣନା କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
ಉದಾಹರಣೆ :
ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
ಉದಾಹರಣೆ :
ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
ಸಮಾನಾರ್ಥಕ : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
ಇತರ ಭಾಷೆಗಳಿಗೆ ಅನುವಾದ :
Systematic training by multiple repetitions.
Practice makes perfect.ಅರ್ಥ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
ಉದಾಹರಣೆ :
କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
ಸಮಾನಾರ್ಥಕ : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷର ବାରମ୍ବାର ଅଧ୍ୟୟନ କରିବା କ୍ରିୟା
ಉದಾಹರಣೆ :
ରାମ ପାଠ ଅନୁଶୀଳନ କରୁଅଛି
ಸಮಾನಾರ್ಥಕ : ଅନୁଶୀଳନ, ପୁନଃପଠନ, ବାରମ୍ବାର ଅଧ୍ୟୟନ
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज़ का बार-बार अध्ययन करने की क्रिया।
राम पाठ का अनुशीलन कर रहा है।Systematic training by multiple repetitions.
Practice makes perfect.ಅರ್ಥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
ಉದಾಹರಣೆ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
ಸಮಾನಾರ್ಥಕ : ଅଧ୍ୟବସାୟ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.