ಅರ್ಥ : ଦୃଢ଼ତାପୂର୍ବକ ତଥା ନିରନ୍ତର କୌଣସି କାମରେ ଲାଗି ରହିବାର କ୍ରିୟା
ಉದಾಹರಣೆ :
ଏକଲବ୍ୟ ଅଧ୍ୟବସାୟଦ୍ୱାରା ଧନୁର୍ବିଦ୍ୟାରେ ଅତ୍ୟଧିକ ନିପୁଣ ହୋଇଯାଇଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.ಅರ್ಥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
ಉದಾಹರಣೆ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
ಸಮಾನಾರ್ಥಕ : ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.