ಅರ್ಥ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
ಉದಾಹರಣೆ :
ସେ କାର୍ ଚଲାଉଛି
ಸಮಾನಾರ್ಥಕ : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
ಉದಾಹರಣೆ :
ଅଟା ଦଳିବା ପୂର୍ବରୁ ତାକୁ ଚଲାଅ ଜେଜେମା’ ଗହମ ଚଲାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଞ୍ଚାଳନ କରିବା
ಉದಾಹರಣೆ :
ଆପଣ ଫୋନର ସଞ୍ଚାଳନ କରନ୍ତୁ
ಸಮಾನಾರ್ಥಕ : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
ಉದಾಹರಣೆ :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
ಸಮಾನಾರ್ಥಕ : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
ಉದಾಹರಣೆ :
ଏହି କାମକୁ ଚାଲିବାକୁ ଦିଅନ୍ତୁ
ಸಮಾನಾರ್ಥಕ : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
ಉದಾಹರಣೆ :
ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
ಸಮಾನಾರ್ಥಕ : ମାର୍ଚ୍ଚ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।ಅರ್ಥ : ଚାଲିବାରେ ପ୍ରବୃତ୍ତ କରିବା
ಉದಾಹರಣೆ :
ସେ ଛୁଆର ହାତ ଧରିକରି ଚଲାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପବନରେ ଏପଟ ସେପଟ ହଲିବା
ಉದಾಹರಣೆ :
ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :