ಅರ್ಥ : ହାତୀର ଗର୍ଜନ
ಉದಾಹರಣೆ :
ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ
ಸಮಾನಾರ್ಥಕ : ଦୀର୍ଘ ଚିତ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
ಉದಾಹರಣೆ :
କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
ಸಮಾನಾರ್ಥಕ : ଗରଜିବା, ହେଣ୍ଟାଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।ಅರ್ಥ : ସାପ ଫଁ ଫଁ କରିବା
ಉದಾಹರಣೆ :
ନାଗ ଫଣା ଟେକି ଫଁ ଫଁ ହେଲା
ಸಮಾನಾರ್ಥಕ : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୋରରେ କହିବା
ಉದಾಹರಣೆ :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
ಸಮಾನಾರ್ಥಕ : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :