ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗର୍ଜନ କରିବା କ୍ରିୟାରୁ ଉତ୍ପନ୍ନ ଶବ୍ଦ
ಉದಾಹರಣೆ : ବିରାଡିର ଗର୍ଜନ ଶୁଣି ମୋ ନିଦ ଭାଙ୍ଗିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
गुर्राने की क्रिया से उत्पन्न शब्द।
The sound of growling (as made by animals).
ಅರ್ಥ : କୌଣସି ଭୟଙ୍କର ଜନ୍ତୁର ଘୋର ଶବ୍ଦ
ಉದಾಹರಣೆ : ବାଘର ଗର୍ଜନ ଶୁଣି ଲୋକମାନେ ଇଆଡ଼େ ସିଆଡ଼େ ଦୌଡିବାକୁ ଲାଗିଲେ
ಸಮಾನಾರ್ಥಕ : ହେଣ୍ଟାଳ
किसी भयंकर जन्तु का घोर शब्द।
The sound made by a lion.
ಅರ್ಥ : ଘୋର ଶବ୍ଦ କରିବା କ୍ରିୟା
ಉದಾಹರಣೆ : ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
ಸಮಾನಾರ್ಥಕ : ଘୋଷ
घोर शब्द करने की क्रिया।
A deep prolonged loud noise.
ಅರ್ಥ : ଭୟଭୀତ କରିବାପାଇଁ ଜୋରରେ କରାଯାଉଥିବା ଶଦ୍ଦ
ಉದಾಹರಣೆ : ଭୀମର ହୁଂକାର ଶୁଣି କୌରବମାନେ ଡରିଯାଉଥିଲେ
ಸಮಾನಾರ್ಥಕ : ହୁଂକାର
भयभीत करने के लिए जोर से किया जाने वाला शब्द।
ಅರ್ಥ : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ : ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
ಸಮಾನಾರ್ಥಕ : କୁହାଟ, ରଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कोई शब्द या बात बार-बार कहने की क्रिया या भाव।
ಸ್ಥಾಪನೆ