ಅರ್ಥ : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
ಉದಾಹರಣೆ :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
ಸಮಾನಾರ್ಥಕ : ନକଲକରିବା, ପ୍ରତିରୂପକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।ಅರ್ಥ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
ಉದಾಹರಣೆ :
କଂସେଇ ଛେଳିର ଚମଡା ଉତାରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
Peel off the outer layer of something.
peel offಅರ್ಥ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
ಉದಾಹರಣೆ :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
ಸಮಾನಾರ್ಥಕ : ତିଆରିକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପିନ୍ଧା ବସ୍ତୁକୁ ଖୋଲିବା
ಉದಾಹರಣೆ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ಸಮಾನಾರ್ಥಕ : ଖୋଲିବା, ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛାଡ଼ି ଯିବା
ಉದಾಹರಣೆ :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :