అర్థం : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
ఉదాహరణ :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
పర్యాయపదాలు : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
ఇతర భాషల్లోకి అనువాదం :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaఅర్థం : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ఉదాహరణ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ఇతర భాషల్లోకి అనువాదం :
The act of reducing something unpleasant (as pain or annoyance).
He asked the nurse for relief from the constant pain.అర్థం : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ఉదాహరణ :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
పర్యాయపదాలు : ଉଦ୍ଧାର, ନିବୃତ୍ତି, ବନ୍ଧନ, ବିମୁକ୍ତି
ఇతర భాషల్లోకి అనువాదం :
मुक्त करने या होने की अवस्था या भाव।
अमरीका में दासों की मुक्ति का श्रेय अब्राहम लिंकन को दिया जाता है।The condition of being free. The power to act or speak or think without externally imposed restraints.
freedomఅర్థం : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ఉదాహరణ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
పర్యాయపదాలు : ନିବୃତ୍ତି
ఇతర భాషల్లోకి అనువాదం :
అర్థం : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
ఉదాహరణ :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
పర్యాయపదాలు : ବନ୍ଧନ ମୁକ୍ତି
ఇతర భాషల్లోకి అనువాదం :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomఅర్థం : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ఉదాహరణ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
పర్యాయపదాలు : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
ఇతర భాషల్లోకి అనువాదం :
Recovery or preservation from loss or danger.
Work is the deliverance of mankind.అర్థం : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ఉదాహరణ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
పర్యాయపదాలు : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
ఇతర భాషల్లోకి అనువాదం :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।