பொருள் : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କ ଚାରି ପଟେ ଦେଖାଯାଉଥିବ ପରିଧି ବା ପରିବେଶ
எடுத்துக்காட்டு :
ସୂର୍ଯ୍ୟ ମଣ୍ଡଳରେ କେତେକ ଗ୍ରହ ବୁଲୁଥାନ୍ତି
பிற மொழிகளில் மொழிபெயர்ப்பு :
A solid figure bounded by a spherical surface (including the space it encloses).
sphereபொருள் : କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
எடுத்துக்காட்டு :
ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
பிற மொழிகளில் மொழிபெயர்ப்பு :
பொருள் : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
எடுத்துக்காட்டு :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ஒத்த சொற்கள் : ଦଳ, ମଣ୍ଡଳି, ଯୂଥ
பிற மொழிகளில் மொழிபெயர்ப்பு :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।பொருள் : ଭୂଗୋଳରେ ଗରମ ଓ ଥଣ୍ଡା ଭିତ୍ତିରେ କରାଯାଇଥିବା ପୃଥିବୀର ପାଞ୍ଚ ଭାଗରୁ ଗୋଟିଏ ଭାଗ
எடுத்துக்காட்டு :
ଉତ୍ତର ମେରୁ ହିମ ମଣ୍ଡଳରେ ଆସୁଅଛି
ஒத்த சொற்கள் : ଶୀତ କଟିବନ୍ଧ, ହିମ କଟିବଂଧ, ହିମ ମଣ୍ଡଳ
பிற மொழிகளில் மொழிபெயர்ப்பு :
Any of the regions of the surface of the Earth loosely divided according to latitude or longitude.
geographical zone, zone