ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲମ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲମ୍ବ   ବିଶେଷ୍ୟ

ଅର୍ଥ : ସିଧାରେ ଦଣ୍ଡାୟମାନ ଯେଉଁ ରେଖା କୌଣସି ପାର୍ଶ୍ୱ ରେଖା ଉପରେ ଥାଏ ଓ ଏହାର ପାର୍ଶ୍ୱର ଦୁଇ କୋଣ ସମକୋଣ

ଉଦାହରଣ : ତିନି ସେଣ୍ଟିମିଟରର ଆଧାର ଉପରେ ପାଞ୍ଚ ସେଣ୍ଟିମିଟରର ଲମ୍ବ ଟାଣ


ଅନ୍ୟ ଭାଷାରେ ଅନୁବାଦ :

वह सीधी खड़ी रेखा जो किसी आड़ी रेखा पर खड़ी हो और उसके पार्श्व के दोनों कोण समकोंण हों।

तीन सेंटीमीटर के आधार पर पांच सेंटीमीटर का लंब खींचो।
अधोलंब, अधोलम्ब, लंब, लम्ब

A straight line at right angles to another line.

perpendicular

ଅର୍ଥ : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର

ଉଦାହରଣ : ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ

ସମକକ୍ଷ : ଦୀର୍ଘତା, ଦ୍ରୈର୍ଘ୍ୟ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु का एक छोर से लेकर दूसरे छोर तक का रेखीय विस्तार या किसी वस्तु का एक स्थान से सबसे लंबा क्षैतिज विस्तार।

इस स्थान की लंबाई, चौड़ाई से दुगुनी है।
लंबाई, लम्बाई

ଲମ୍ବ   ବିଶେଷଣ

ଅର୍ଥ : ନବେ ଡିଗ୍ରୀର କୋଣ ସୃଷ୍ଟି କରିବା

ଉଦାହରଣ : ଶିକ୍ଷକ ଲମ୍ବ ରେଖା ଟାଣିବାକୁ କହିଲେ


ଅନ୍ୟ ଭାଷାରେ ଅନୁବାଦ :

जो किसी तल से किसी ओर इस प्रकार सीधा गया हो कि उसके दो समकोण बनते हों।

शिक्षक ने लम्बवत रेखा खींचने के लिए कहा।
लंब, लंबवत, लंबवत्, लम्ब, लम्बवत, लम्बवत्

Intersecting at or forming right angles.

The axes are perpendicular to each other.
perpendicular