ಅರ್ಥ : ରୁପା, ତମ୍ବା ଆଦି ଖାଡିର ଛୋଟ ଖଣ୍ଡ ରୂପରେ କେବଳ କାଟି -ପିଟି ତିଆରି କରା ଯାଉଥିବା ସେହି ପ୍ରାରମ୍ଭିକ ସ୍ତରର ମୁଦ୍ରା ଯାହା ଉପରେ କୌଣସି ପ୍ରକାର ସଂଖ୍ୟା ବା ଚିହ୍ନ ରହୁ ନଥିଲା
ಉದಾಹರಣೆ :
କିଛି ସଂଗ୍ରାହଳୟରେ ଆହତ ମୁଦ୍ରା ଥିବ
ಸಮಾನಾರ್ಥಕ : ଆହତ ମୁଦ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
चाँदी, ताँबे आदि की छड़ों के छोटे टुकड़ों के रूप में केवल काट-पीट कर बनाई गई वह आरंभिक मुद्रा या सिक्का जिस पर किसी प्रकार का अंक या चिह्न नहीं होता था।
आहत कुछ ही संग्रहालयों में होंगे।