ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
ಉದಾಹರಣೆ : ଏକ ଆଉ ଏକ ମିଶି ଦୁଇ ହୁଏ
ಸಮಾನಾರ್ಥಕ : ଏକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
इकाइयों में सबसे छोटी और पहली पूरी संख्या या इसको दर्शाने वाला अंक।
The smallest whole number or a numeral representing this number.
ಅರ್ಥ : ଶହେ ହଜାର ଥିବା ସଂଖ୍ୟା
ಉದಾಹರಣೆ : ତୁମେ କହିପାରିବ କି ଏକ ଲକ୍ଷ୍ୟରେ କେତୋଟି ଶୂନ୍ୟ ଅଛି?
ಸಮಾನಾರ್ಥಕ : 00, 000, 1, ଏକଲକ୍ଷ୍ୟ
सौ हज़ार की संख्या।
The cardinal number that is the fifth power of ten.
ಅರ್ಥ : ଶହେ ଲକ୍ଷ୍ୟ ଥିବା ସଂଖ୍ୟା
ಉದಾಹರಣೆ : ଏକ କୋଟିରେ ଏକ ପରେ ସାତୋଟି ଶୂନ୍ୟ ଅଛି
ಸಮಾನಾರ್ಥಕ : 00, 000, 10000000, ଏକକୋଟି
सौ लाख की संख्या।
The number that is represented as a one followed by 7 zeros. Ten million.
ಅರ್ಥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ಉದಾಹರಣೆ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
ಸಮಾನಾರ್ಥಕ : ଏକ, ଗୋଟିଏ, ଜଣେ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अकेला या गिनती में शून्य से ऊपर तथा दो से कम।
ಸ್ಥಾಪನೆ