ಅರ್ಥ : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
ಉದಾಹರಣೆ :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
ಸಮಾನಾರ್ಥಕ : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ସଂପାଦିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Arrive at a certain condition through repeated motion.
The stitches of the hem worked loose after she wore the skirt many times.ಅರ್ಥ : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
ಉದಾಹರಣೆ :
ରାମ ସେ କୋଠରୀରେ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.ಅರ್ಥ : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ಉದಾಹರಣೆ :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
ಸಮಾನಾರ್ಥಕ : ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।ಅರ್ಥ : ପ୍ରତିରୂପ ହେବା
ಉದಾಹರಣೆ :
ମାନସ ପୂରାପୂରି ନିଜ ମାଆ ପରି ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ಉದಾಹರಣೆ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
ಸಮಾನಾರ್ಥಕ : ଲାଗିବା, ସମ୍ପର୍କ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
ಉದಾಹರಣೆ :
ପବନ ଧିମା ହୋଇଗଲା
ಸಮಾನಾರ್ಥಕ : ଘଟିବା, ପରିଣତ ହେବା, ହୋଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Happen, occur, take place.
I lost my wallet; this was during the visit to my parents' house.ಅರ್ಥ : ଘଟଣା ରୂପରେ ହେବା
ಉದಾಹರಣೆ :
ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
ಇತರ ಭಾಷೆಗಳಿಗೆ ಅನುವಾದ :
Come to pass.
What is happening?.ಅರ್ಥ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ಉದಾಹರಣೆ :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
ಸಮಾನಾರ್ಥಕ : ଘଟିବା, ଥିବା, ରହିବା, ସଂପର୍କ ଥିବା
ಇತರ ಭಾಷೆಗಳಿಗೆ ಅನುವಾದ :
Have a personal or business relationship with someone.
Have a postdoc.