ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ହେପାଜତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ହେପାଜତ   ବିଶେଷ୍ୟ

ಅರ್ಥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ

ಉದಾಹರಣೆ : କୃଷକଟି କ୍ଷେତର ଦେଖାରଖା କରୁଛି

ಸಮಾನಾರ್ಥಕ : ଦେଖାରଖା, ଦେଖାଶୁଣା, ଯତ୍ନ, ସଂରକ୍ଷଣ


ಇತರ ಭಾಷೆಗಳಿಗೆ ಅನುವಾದ :

रक्षा करने की क्रिया या भाव।

किसान खेतों की रखवाली कर रहा है।
अवधान, देख-रेख, देखरेख, रखवाई, रखवारी, रखवाली, संरक्षण, हिफ़ाज़त, हिफाजत

The activity of protecting someone or something.

The witnesses demanded police protection.
protection

ಅರ್ಥ : କୌଣସି ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ବା କୌଣସି ବ୍ୟକ୍ତିକୁ ପଳାୟନ କରିବା ଆଦିରୁ ରୋକିବାପାଇଁ ନିଜ ଅଧିକାର ବା ସୁରକ୍ଷାରେ ନେଇ ରଖିବା ପ୍ରକ୍ରିୟା ବା ଭାବ

ಉದಾಹರಣೆ : ଭରତ ଶାହଙ୍କୁ ତିନି ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖା ଯାଇଥିଲା

ಸಮಾನಾರ್ಥಕ : ଅଭିରକ୍ଷା, ଜିମା, ନିରାପତ୍ତା


ಇತರ ಭಾಷೆಗಳಿಗೆ ಅನುವಾದ :

किसी संपत्ति को रक्षित रखने के लिए अथवा किसी व्यक्ति को भागने आदि से रोकने के लिए अपने अधिकार या रक्षा में लेकर रखने की क्रिया या भाव।

भरत शाह को तीन महीने तक पुलिस अभिरक्षा में रखा गया था।
अभिरक्षण, अभिरक्षा, अमीनी