ಅರ್ಥ : ଯାହା ମନକୁ ଆକୃଷ୍ଟ କରେ
ಉದಾಹರಣೆ :
ନେହେରୁ ବିଜ୍ଞାନ ଭବନରେ ଲଗାଯାଇଥିବା ଚିତ୍ର ହୃଦୟସ୍ପର୍ଶୀ
ಸಮಾನಾರ್ಥಕ : ଚିତ୍ତାକର୍ଷକ, ମନୋହରଣକାରୀ, ହୃଦୟଗ୍ରାହୀ
ಇತರ ಭಾಷೆಗಳಿಗೆ ಅನುವಾದ :
Capturing interest as if by a spell.
Bewitching smile.ಅರ್ಥ : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା
ಉದಾಹರಣೆ :
ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି
ಸಮಾನಾರ್ಥಕ : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବପୂର୍ଣ୍ଣ, ଭାବାତ୍ମକ, ମାର୍ମିକ
ಇತರ ಭಾಷೆಗಳಿಗೆ ಅನುವಾದ :
भाव से भरा हुआ या हृदय को प्रभावित करने वाला।
वह भावपूर्ण काव्य पढ़ रहा है।