ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା
ಉದಾಹರಣೆ : ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା
ಸಮಾನಾರ್ಥಕ : ଅଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जानवरों को चलाने या हटाने के लिए आगे बढ़ाना या इधर-उधर करना।
ಅರ್ಥ : ପଶୁଙ୍କୁ ହଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ : ମାଲିକ ଖେତରେ ଚରୁଥିବା ମଇଁଷିକୁ ମଙ୍ଗରୁଦ୍ୱାରା ଅଡ଼େଇଲେ
ಸಮಾನಾರ್ಥಕ : ଅଡ଼େଇବା, ହଟେଇବା
हाँकने का काम दूसरे से कराना।
ಸ್ಥಾಪನೆ