ಅರ್ಥ : ସୂକ୍ଷ୍ମ ଶରୀରସହିତ ସଂଯୁକ୍ତ ଆତ୍ମା
ಉದಾಹರಣೆ :
ଶୁଣାଯାଏ ଯେ ମାଆ ଗର୍ଭରୁ ଜାତହେବା ପୂର୍ବରୁ ଜୀବ ହିରଣ୍ୟଗର୍ଭ ହୋଇଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
सूक्ष्म शरीर से संयुक्त आत्मा।
कहते हैं कि मां के गर्भ में आने से पूर्व जीव हिरण्यगर्भ होता है।ಅರ್ಥ : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
ಉದಾಹರಣೆ :
ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
ಸಮಾನಾರ್ಥಕ : ଚତୁର୍ମୁଖ, ପଦ୍ମଯୋନି, ପିତାମହ, ପ୍ରଜାପତି, ବିଧାତା, ବ୍ରହ୍ମା, ହଂସବାହନ
ಇತರ ಭಾಷೆಗಳಿಗೆ ಅನುವಾದ :
हिन्दुओं के एक देवता जो सृष्टि के सृजक माने जाते हैं।
नारद ब्रह्मा के वरद पुत्र हैं।The Creator. One of the three major deities in the later Hindu pantheon.
brahmaಅರ್ಥ : ଜଣେ ମନ୍ତ୍ରକାର ଋଷି
ಉದಾಹರಣೆ :
ଲୋକମାନେ ହିରଣ୍ୟଗର୍ଭଙ୍କ ପ୍ରତିଭା ସହିତ ପରିଚିତ ଥିଲେ
ಸಮಾನಾರ್ಥಕ : ହିରଣ୍ୟଗର୍ଭ ଋଷି
ಇತರ ಭಾಷೆಗಳಿಗೆ ಅನುವಾದ :
A mentor in spiritual and philosophical topics who is renowned for profound wisdom.
sageಅರ್ಥ : ଯେଉଁ ଜ୍ୟୋତିର୍ମୟ ପିଣ୍ଡଦ୍ୱାରା ବ୍ରହ୍ମା ତଥା ସମସ୍ତ ସୃଷ୍ଟିର ଉତ୍ପତ୍ତି ହୋଇଛି
ಉದಾಹರಣೆ :
ମୋତେ ତ ହିରଣ୍ୟଗର୍ଭ ଏକ କଳ୍ପନାଭଳି ପ୍ରତୀୟମାନ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
वह ज्योतिर्मय अंड जिससे ब्रह्मा तथा समस्त सृष्टि की उत्पत्ति हुई है।
मुझे तो हिरण्यगर्भ एक संकल्पना प्रतीत होता है।