ಅರ್ಥ : ମୂଳରୁ ପ୍ରାପ୍ତ କଟୁ ଗନ୍ଧ ନିର୍ଯାସ ବିଶେଷ କରି ଗୋଟିଏ ବୃକ୍ଷ
ಉದಾಹರಣೆ :
ହେଙ୍ଗୁରୁ ଏହି ନାମରେ ଏକ ବହୁତ ଉପଯୋଗୀ ବସ୍ତୁ ପ୍ରାପ୍ତ ହୋଇଥାଏ ଯାହା ମସଲା, ଔଷଧ ଆଦିରେ ବ୍ୟବହାର ହୁଏ
ಸಮಾನಾರ್ಥಕ : ହେଙ୍ଗୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଫଗାନିସ୍ତାନ ଏବଂ ପାରସ୍ୟରେ ହେଉଥିବା ଏକ ପ୍ରକାର ଛୋଟ ଗଛର ଅଠା ବା ଦୁଧ ଯେଉଁଥିରୁ ବହୁତ ତୀବ୍ର ଗନ୍ଧ ବାହାରେ
ಉದಾಹರಣೆ :
ଔଷଧ ତଥା ମସଲାରୂପେ ହିଙ୍ଗୁର ବ୍ୟବହାର କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :