ಅರ್ಥ : କ୍ଷମତାରେ ଥିବା ବା କ୍ଷମତାକୁ ଯାଉଥିବା ବିଶେଷକରି କମଜୋର୍ ଏବଂ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ମନରେ ହେଉଥିବା କଷ୍ଟ
ಉದಾಹರಣೆ :
ନିର୍ଦ୍ଦୋଷ ପ୍ରଜାଙ୍କ ହାହାକାର ଅତ୍ୟାଚାରୀ ରାଜାଙ୍କ ବିନାଶର କାରଣ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘାବରେଇଯିବା ସମୟରେ ହାୟ ହାୟ ଡାକ ବା ଚିତ୍କାର
ಉದಾಹರಣೆ :
ଅତର୍କିତ ଆସିଥିବା ଭୀଷଣ ତୋଫାନ ଯୋଗୁଁ ଚାରିଆଡ଼େ ହାହାକାର ପଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
A cry of sorrow and grief.
Their pitiful laments could be heard throughout the ward.