ಅರ್ಥ : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
ಉದಾಹರಣೆ :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
ಸಮಾನಾರ್ಥಕ : ହରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
प्रतियोगिता,युद्ध,खेल आदि में सफल न होने के कारण हाथ से उसे या उससे संबंध रखनेवाली चीज़े जाने देना।
रामनाथ जुए में पाँच हज़ार हार गया।ಅರ್ಥ : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା
ಉದಾಹರಣೆ :
ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ
ಸಮಾನಾರ್ಥಕ : ପରାଜିତ ହେବା, ପରାଜୟବରଣ କରିବା, ପରାସ୍ତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
युद्ध, खेल, प्रतियोगिता आदि में प्रतिपक्षी के सामने विफल होना।
महाभारत के युद्ध में कौरव हारे।ಅರ್ಥ : କୁସ୍ତିଆଦିରେ ହାରିବା ବା ପରାସ୍ତହେବା
ಉದಾಹರಣೆ :
ମୋଟା ପହେଲମାନ ଗେଡ଼ା ପହେଲମାନଠାରୁ ହାରିଗଲା
ಸಮಾನಾರ್ಥಕ : ପରାସ୍ତହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନଷ୍ଟ ବା ବରବାଦ କରିବା
ಉದಾಹರಣೆ :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
ಸಮಾನಾರ್ಥಕ : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।