ಅರ್ಥ : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି
ಉದಾಹರಣೆ :
ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ
ಸಮಾನಾರ್ಥಕ : ଖୁସିବାସିଆ, ପ୍ରସନ୍ନଚିତ୍ତ, ହସଖୁସିଆ
ಇತರ ಭಾಷೆಗಳಿಗೆ ಅನುವಾದ :
सदा प्रसन्न रहने और हँसने-हँसानेवाला और सक्रिय।
ज़िंदादिल व्यक्ति का जीवन खुशियों से भरा होता है।ಅರ್ಥ : ଯେ ହସୁଅଛି
ಉದಾಹರಣೆ :
ହସକୁରା ପିଲାମାନେ ସମସ୍ତଙ୍କୁ ଭଲ ଲାଗନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ହସୁଅଛି ବା ହସହସ ହୋଇ
ಉದಾಹರಣೆ :
ଜଣେ ହସକୁରା ଲୋକ ଘରୁ ବାହାରକୁ ବାହାରିଲେ ପିଲାର ସ୍ମିତ ଚେହେରା ଦେଖି ମାଆ ନିଜ ଦୁଃଖ ଭୁଲିଗଲେ
ಸಮಾನಾರ್ಥಕ : ସ୍ମିତ, ହସହସ, ହସୁରା
ಇತರ ಭಾಷೆಗಳಿಗೆ ಅನುವಾದ :
जो मुस्कुरा रहा हो या मुस्कुराता हुआ।
एक मुस्कुराता व्यक्ति कमरे से बाहर निकला।