ಅರ್ಥ : ଗୋଟିଏ ଅସ୍ତ୍ର
ಉದಾಹರಣೆ :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
ಉದಾಹರಣೆ :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
ಸಮಾನಾರ್ಥಕ : ଯୋଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
ಉದಾಹರಣೆ :
କୃଷକ ବିଲରେ ହଳ କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହଳ କରିବା କ୍ରିୟା
ಉದಾಹರಣೆ :
ସେ କ୍ଷେତରେ ହଳ କରୁଛି ଚାଷ ପରେ ଜମିରେ ଜଳସେଚନ ହେବ
ಸಮಾನಾರ್ಥಕ : କର୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :