ಅರ್ಥ : ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
ಉದಾಹರಣೆ :
ସବୁଜଫସଲ ପବନରେ ଦୋଳି ଖେଳୁଛି
ಸಮಾನಾರ್ಥಕ : ଦୋଳି ଖେଳିବା, ଲହରୀ ଭାଙ୍ଗିବା, ଲହରୀଖେଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
बार-बार आगे-पीछे, ऊपर-नीचे या इधर-उधर होना।
हरी-भरी फसलें हवा में लहरा रही हैं।To extend, wave or float outward, as if in the wind.
Their manes streamed like stiff black pennants in the wind.ಅರ್ಥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
ಉದಾಹರಣೆ :
ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
ಸಮಾನಾರ್ಥಕ : ଝୁଲିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
ಉದಾಹರಣೆ :
କହିବାପରେ ମଧ୍ୟ ସେ ନିଜ ଜାଗାରୁ ହଲିଲା ନାହିଁ
ಸಮಾನಾರ್ಥಕ : ହଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଜ ସ୍ଥାନରୁ ଏପଟ ସେପଟ ହେବା
ಉದಾಹರಣೆ :
ପବନରେ ଗଛର ପତ୍ରଗୁଡ଼ିକ ହଲୁଛି
ಸಮಾನಾರ್ಥಕ : ଦୋହଲିବ
ಇತರ ಭಾಷೆಗಳಿಗೆ ಅನುವಾದ :
अपने स्थान पर कुछ इधर-उधर होना।
हवा में पत्ते हिल रहे हैं।