ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ : ହରିତର ପ୍ରତ୍ୟେକ ପାଦରେ କ୍ରମରେ ଦୁଇଟି ତଗଣ ଏବଂ ଦୁଇଟି ଗୁରୁ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक वर्णवृत्त।
(prosody) a system of versification.
ಅರ್ಥ : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ಉದಾಹರಣೆ : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
ಸಮಾನಾರ್ಥಕ : ଚିରଶ୍ୟାମଳ, ସବୁଜ
जो सूखा या मुरझाया न हो।
Still wet or moist.
ಅರ್ಥ : ଯାହା ସବୁଜ ରଙ୍ଗର
ಉದಾಹರಣೆ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
ಸಮಾನಾರ್ಥಕ : ଶାଗୁଆ, ସବୁଜ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो हरे रंग का हो।
ಸ್ಥಾಪನೆ