ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ಉದಾಹರಣೆ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ಸಮಾನಾರ್ಥಕ : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ପାଚେରୀ, ବାଡ଼
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
ಅರ್ಥ : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ಉದಾಹರಣೆ : ପିଲାମାନେ ହତାରେ ଖେଳୁଛନ୍ତି
ಸಮಾನಾರ್ಥಕ : ଘେର, ଘେରଦ
दीवार आदि से घिरा हुआ स्थान।
An enclosure of residences and other building (especially in the Orient).
ಅರ್ಥ : ତାସଖେଳରେ ଏକାଥରକେ ପଡ଼ୁଥିବା ଯେଉଁ ତାସ ପତା ତାପରେ ଖେଳରୁ ବାହାର ହୋଇଯାଏ
ಉದಾಹರಣೆ : ମୋର ସାତଥର ହାତ ହୋଇସାରିଲାଣି
ಸಮಾನಾರ್ಥಕ : ହାତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ताश के खेल में एक दौर में गिरने वाले पत्ते जो उसके बाद खेल से बाहर हो जाएँ।
ಅರ್ಥ : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
ಉದಾಹರಣೆ : ଗାଈ ଗେରଦରେ ଚରୁଛି
ಸಮಾನಾರ್ಥಕ : ଆଖନ୍ଦ, ଗେରଦ, ଘେରା
चारों ओर से घिरा हुआ बड़ा मैदान।
ಸ್ಥಾಪನೆ