ಅರ್ಥ : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
ಉದಾಹರಣೆ :
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
ಸಮಾನಾರ್ಥಕ : ଛଟେଇକରିବା, ବାହାରକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य या पद पर नियुक्त व्यक्ति को उसके पद या कार्य से अलग करना।
व्यवस्थापक ने कुछ भ्रष्ट कर्मचारियों को उनके पद से हटाया।Remove from a position or an office.
removeಅರ್ಥ : ପ୍ରଥା ଆଦିର ଅନ୍ତ କରିବା
ಉದಾಹರಣೆ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ಸಮಾನಾರ್ಥಕ : ଉଚ୍ଛେଦକରିବା, ଉଠେଇବା, ବନ୍ଦକରିବା, ସମାପ୍ତକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।ಅರ್ಥ : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ಉದಾಹರಣೆ :
ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
ಸಮಾನಾರ್ಥಕ : ଘୁଞ୍ଚାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା
ಉದಾಹರಣೆ :
ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
ಸಮಾನಾರ್ಥಕ : ଫେଡ଼ିବା, ବିଯୁକ୍ତ କରିବା, ବିୟୋଗକରିବା
ಇತರ ಭಾಷೆಗಳಿಗೆ ಅನುವಾದ :